in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
Finally the wait is over my first ever Q&A Round on Sunday at 12.00 Pm💚 Do not forget to watch & press the like button🌼#jayjaganath🙏🏻
486 - 19
ସମସ୍ତଙ୍କୁ ଗୋଟେ ଅନୁରୋଧ ଜଣେ ଜଣେ ଯଦି ୧ଟଙ୍କା ବି ଦିଅନ୍ତି ନା ଜଣେ ବାପା ଆଉ ସ୍ଵାମୀଙ୍କ ର ଜୀବନ ବଞ୍ଚିଯିବ🥺🙏🏻 ହୃଦୟ ରୁ ମତେ ଭଲ ପାଉଥିଲେ ଦୟାକରି ସାହାଯ୍ୟ କରିବେ🥺🙏🏻
1.3K - 28
CELEBRAT THE ACHIEVEMENTS OF OUR GREAT NATION AND LOOK FORWARD TO A FUTURE FILLED WITH UNITY AND PROGRESS.
HAPPY 76TH REPUBLIC DAY OF INDIA....|🇮🇳
487 - 13
Anniversary gift unboxing video କରିବି କି😀? ଯେଉଁ ମାନେ gifts ଦେଖିବାକୁ ଚାହୁଁଛନ୍ତି comment କରନ୍ତୁ ❤️
2.7K - 81
ଶୀଘ୍ର ଶୀଘ୍ର ଯାଇ ଭିଡ଼ିଓ ଟି କୁ ଦେଖନ୍ତୁ ଓ ଭଲ ପାଇବା ଦିଅନ୍ତୁ ।
ଆଉ ହଁ LIKE, SHARE & SUBSCRIBE କରିବା ପାଇଁ ଜମା ବି ଭୁଲି ବେନି 🔻
https://youtu.be/YWMjSBZgDAM
765 - 1
ବାରିପଦା, ମୟୂରଭଞ୍ଜ ❤🌼 🙏🏻ଜୟ ଜଗନ୍ନାଥ🙏🏻
ମୁଁ ମେଘା ଆଉ ମୁଁ ମୟୂରଭଞ୍ଜ ର ଝିଅ ଓ ବୋହୂ ମଧ୍ୟ !! ସମସ୍ତଙ୍କ ଜୀବନ ରେ ଦୁଃଖ-କଷ୍ଟ ଭରି ରହିଛି ସେଇଥିପାଇଁ ମୋ ଜୀବନ ର କିଛି ସୁନ୍ଦର୍ ମୁହୂର୍ତ୍ତ ଆପଣ ମାନଙ୍କ ଶହ ବାଣ୍ଟି ଆପଣଙ୍କ ମୁଁହ ରେ ହସ ଫୁଟାଇବା ପାଇଁ ଏହା ମୋର ଗୋଟେ ଛୋଟ ପ୍ରୟାସ❤️ ଆଜି ମୁଁ ଯୋଉଠି ଅଛି ସେଇଟା ପଛରେ ଆପଣଙ୍କ ଗୋଟେ ବଡ ହାତ ଟେ ଅଛି🥹ଏଇ ଭଳି ଭଲପାଇବା ସବୁ ବେଳେ ରଖି ଥାଆନ୍ତୁ ଆଉ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରେ ଯୋଡ଼ି ହୋଇ ମୋତେ ସେନେହ ଆଉ ଆଶୀର୍ବାଦ ଦିଅନ୍ତୁ❤️ ଆଉ କେବେ ସତରେ ଯଦି ମୁଁ ଆପଣଙ୍କ ହୃଦୟ କୁ ଛୁଇଁ ପାରିଥିବି ତାହାଲେ ମୋ ଚ୍ୟାନେଲ କୁ LIKE,SHARE,SUBSCRIBE କରନ୍ତୁ 🙏🏻🥰