ବାରିପଦା, ମୟୂରଭଞ୍ଜ ❤🌼 🙏🏻ଜୟ ଜଗନ୍ନାଥ🙏🏻
ମୁଁ ମେଘା ଆଉ ମୁଁ ମୟୂରଭଞ୍ଜ ର ଝିଅ ଓ ବୋହୂ ମଧ୍ୟ !! ସମସ୍ତଙ୍କ ଜୀବନ ରେ ଦୁଃଖ-କଷ୍ଟ ଭରି ରହିଛି ସେଇଥିପାଇଁ ମୋ ଜୀବନ ର କିଛି ସୁନ୍ଦର୍ ମୁହୂର୍ତ୍ତ ଆପଣ ମାନଙ୍କ ଶହ ବାଣ୍ଟି ଆପଣଙ୍କ ମୁଁହ ରେ ହସ ଫୁଟାଇବା ପାଇଁ ଏହା ମୋର ଗୋଟେ ଛୋଟ ପ୍ରୟାସ❤️ ଆଜି ମୁଁ ଯୋଉଠି ଅଛି ସେଇଟା ପଛରେ ଆପଣଙ୍କ ଗୋଟେ ବଡ ହାତ ଟେ ଅଛି🥹ଏଇ ଭଳି ଭଲପାଇବା ସବୁ ବେଳେ ରଖି ଥାଆନ୍ତୁ ଆଉ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରେ ଯୋଡ଼ି ହୋଇ ମୋତେ ସେନେହ ଆଉ ଆଶୀର୍ବାଦ ଦିଅନ୍ତୁ❤️ ଆଉ କେବେ ସତରେ ଯଦି ମୁଁ ଆପଣଙ୍କ ହୃଦୟ କୁ ଛୁଇଁ ପାରିଥିବି ତାହାଲେ ମୋ ଚ୍ୟାନେଲ କୁ LIKE,SHARE,SUBSCRIBE କରନ୍ତୁ 🙏🏻🥰