Channel Avatar

Preeti_Official @UCtdPzywoAjSTYIZFzikLyYg@youtube.com

5.6K subscribers - no pronouns :c

Hello Friends My Name Is Preeti 💐Welcome To My YouTu


Welcoem to posts!!

in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c

Preeti_Official
Posted 3 weeks ago

ସବୁଦିନ ପରି ହସୁଥାଅ ତୁମେ
ଶୁଭ ହେଉ ସବୁ ଦିନ
ଏତିକି କାମନା କାଳିଆ ପାଖରେ
ଖୁସି ରହୁ ତୁମ ମନ !!
🙏ଜୟ ଜଗନ୍ନାଥ 🙏
🙏❤️ ⭕️❗️⭕️ ❤️🙏

730 - 15

Preeti_Official
Posted 3 weeks ago

ଏତିକି ଆଶିଷ ଦେଇଥାଅ ପ୍ରଭୁ
ଡାକୁଥିବି ସଦା ତୁମକୁ
ଦୁଃଖ ଆସିଲେବି ଭାଗ୍ୟଫଳ ଭାବି
ବୁଝାଇ ଦେବି ମୋ ମନକୁ
🙏ଜୟ ଶ୍ରୀ ଜଗନ୍ନାଥ 🙏
🙏⭕️❗️⭕️🙏

745 - 17

Preeti_Official
Posted 3 weeks ago

ଅଧର୍ମର କେବେ ଜୟ ହୁଏନା
ପୁଣ୍ୟର ହୁଏନି ଅନ୍ତ
ଯୁଗେ ଯୁଗେ ପ୍ରଭୁ ସତ୍ୟ ରକ୍ଷା ପାଇଁ
ଆଭିର୍ଭୁତ ଜଗନ୍ନାଥ...!!
ଜୟ ଶ୍ରୀ ଜଗନ୍ନାଥ 🙏❤️🙏

446 - 8

Preeti_Official
Posted 3 weeks ago

ମାରିବା ତାରିବା ତୁମ ହାତେ ନାଥ
ଯାହା ଇଚ୍ଛା ତାହା କର
ମୋ ପାଇଁ କାହାର ଲୋତକ ନ ଝରୁ
ଏତିକି କରୁଣା କର...!!
ଜୟ ଶ୍ରୀ ଜଗନ୍ନାଥ 🙏❤️🙏

568 - 14

Preeti_Official
Posted 3 weeks ago

କେଉଁ ଭକ୍ତି ଭାବେ ବାନ୍ଧିଛ କାହାକୁ
ଭାବିଲେ ଘୁରଇ ମଥା
କିଏ ବା ବୁଝିଛି ଏ ମହୀ ମଣ୍ଡଳେ
ତୁମେ ପ୍ରେମ ସୂତ୍ର କଥା...!!
ଜୟ ଶ୍ରୀ ଜଗନ୍ନାଥ 🙏❤️🙏

626 - 19

Preeti_Official
Posted 4 weeks ago

କୋଟିଏ ଲୁହର ଦୀପାଳି ଜଳିଲେ
ତୋ କଳା ମୁହଁ ଝଲସେ
କୋଟିଏ ପତିତ ତୋର ସଙ୍ଗେ ଥିଲେ
ତୋ ବଡ ଦେଉଳ ହସେ....!!
ଜୟ ଶ୍ରୀ ଜଗନ୍ନାଥ 🙏❤️🙏

414 - 14

Preeti_Official
Posted 4 weeks ago

ତୁମରି ମହିମା ଜଗତେ ବିଖ୍ୟାତ
ଏହା ଅଟେ ଧ୍ରୁବ ସତ୍ୟ
ସବୁକିଛି ମିଛ ହୋଇପାରେ ଏଠି
ସତ ତୁମେ ଜଗନ୍ନାଥ...!!
ଜୟ ଶ୍ରୀ ଜଗନ୍ନାଥ 🙏❤️🙏

751 - 17

Preeti_Official
Posted 1 month ago

ଭକତିର ଡୋରୀ ତୁମ ପାଶେ ପ୍ରଭୁ
ବାନ୍ଧି ରଖିଛି ମୋତେ
ଭାବ ଦୀପାଳିର ଆଲୋକେ ଲାଗୁଛି
ପାଖରେ ରହିଛ ସତେ....!!
ଜୟ ଶ୍ରୀ ଜଗନ୍ନାଥ 🙏❤️🙏

780 - 16

Preeti_Official
Posted 1 month ago

ଜୟ ଶ୍ରୀ ଜଗନ୍ନାଥ 🙏❤️🙏

922 - 28

Preeti_Official
Posted 2 months ago

ଜୟ ଶ୍ରୀ ଜଗନ୍ନାଥ 🙏❤️🙏

1.2K - 32