in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
ନମସ୍କାର ବନ୍ଧୁଗଣ l ll 🌼🙏🙏🙏🌼 ll ସ୍ବାଗତଂ ll
ମୁଁ ଜହଲାଲ l ଆପଣମାନଙ୍କୁ ମୋର ଓଡ଼ିଆ youtube channel
(Aadhyatmika odia vlog) କୁ ସ୍ୱାଗତ ଜଣାଉଛି l ଆପଣମାନେ ମୋର ଏହି Channel ରେ ଆମ ଓଡ଼ିଶାର ତଥା ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପରମ୍ପରା, ଐତିହ, ସଂକୃତି, ପର୍ବପର୍ବାଣି, ଲୋକକଳା, ଯାନିଯାତ୍ରା ଏବଂ ବାରମାସରେ ତେର ଯାତ୍ରାକୁ ନେଇ video,photo, ଲେଖା ଇତ୍ୟାଦିପାଇପାରିବେ l ତେବେ ଏଥିପାଇଁ ମୋର ଏହି ଆଧ୍ୟାତ୍ମିକ channel କୁ Subscribe କରନ୍ତୁ ଓ ପାଖରେ ଥିବା ଘଣ୍ଟିକୁ ଦବାଇ all notification କୁ on କରି ରଖିଥାନ୍ତୁ l ମୁଁ ଯେତେବେଳେ କୌଣସି upload କରିବି ଆପଣ ମାନଙ୍କ ପାଖକୁ ସୂଚନା ଯିବ l
❤️❤️❤️
I am a natural lover and emotional persons.
❤️❤️❤️
The world is stage , life is story , god is the director and we are the actor.
❤️❤️❤️
Email -- Jahalalsethi@gmail.com
Thank you.
Jahalal sethi.