in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
ଜୟ ଜଗନ୍ନାଥ ବନ୍ଧୁମାନେ
Jay Jagannath 🙏
ଆମ ମା ପୁଅ channel କୁ ଆପଣମାନଙ୍କୁ ସ୍ଵାଗତ 💐
Welcome to our channel mama ki Yash
ଏହି channel ରେ ଆପଣ ମାନେ ପାଇବେ ---
U get the contents of our channel is -
➡️# ଛୋଟ ପିଲାଙ୍କ ପାଇଁ କିଛି ଶିକ୍ଷଣୀୟ କଥା l
▶️ # some moral n motivational teach for our children l
➡️ #ପିଲାମାନେ ଯୋଉଠି ଖୁସି ହେବେ l
▶️ # search for happiness of our children l
➡️#କାଇଁ ନା ଗୋଟେ ଛୋଟ ପିଲା ର ମା ,ତା ପାଇଁ ସାଙ୍ଗ ହେଲେ ଯାଇ
ପିଲା ମାନେ ସବୁ କଥା ମା ମାନଙ୍କୁ କହିପାରିବେ
▶️ Because it's very important to be a good friend of your child. If u are a friend of your child then they feel comfortable to share u anything.
➡️ #ଆଦି ଓ ତାର ପରିବାର ।
▶️ My son Yash ( Adi ) with his family l
➡️# Travel related
➡️Other good content
➡️ Other entertainment vedio
🏝️🙏🙏Jay jagannath 🙏🙏🙏
ଯଦି କୋଉଠି କିଛି ରହିଯାଏ ତାହେଲେ comment ରେ ଜଣେଇବେ । ଆଉ ଶେଷରେ କହିବି ଯଦି ଭଲ ଲାଗୁଥାଏ SUBSCRIBE ,LIKE , COMMENT AU SHARE ନିଶ୍ଚୟ କରିବେ 👶😊🤱
If this channel help u . U can like share and subscribe.
Thank you