ନାମସ୍କାର ମୁଁ Eren Kumar । ଆପଣ ମାନଙ୍କୁ ମୋ ଚ୍ୟାନେଲ ରେ ସ୍ଵାଗତ କରୁଛି । ମୁଁ ଆପଣ ମାନଙ୍କୁ * ଆମ "SOURA" ଆଦିବାସୀ ଲୋକ ମାନଙ୍କ ସଭା ସମିତି, ନାଚ, ଗୀତ ଏବଂ ସାମାଜୀକ ପର୍ବ ପର୍ବାଣୀ ବିଷୟ ରେ ଦେଖାଇ ବାକୁ ଚାହୁଁ ଅଛି । ଆପଣ ମାନେ ମୋତେ ସହଯୋଗ କରନ୍ତୁ। (SORA RHYTHM)( SOURA OCTAPAD PLEYER)
Thank you ❤️🙏🙏