in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
Many many happy returns of the day my super hero wish you happiest birthday to u bapa... Stay healthy and happy always.. Love u so much bapa 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
25 - 8
1k ସ୍ପେସିଆଲ ଆପଣ୍ ମାନେ ଆଗକେ କେନ୍ ଭିଡିଓ ଦେଖିବାର କେ ଚାହୁଁଛନ୍ କମେଣ୍ଟ କରୁନ୍ । ଧନ୍ଯବାଦ🙏।
କ) Morning to Night My home Routine
ଖ) Challenging Video
ଗ) Campaign ⛺Video
ଘ) Q and A video
25 - 12
Hello my dear YouTube family
Good Morning*********
ଆପଣ୍ ମାନଙ୍କର୍ ଭଲ୍ ପାଏବା ଆଉ ଆଶିର୍ବାଦ୍
ଲାଗି ଆଜି ଆମର୍ ୟୁଟ୍ୟୁବଫେମିଲି ମେମ୍ବର୍ 1k
ଉପର୍ ହେଇଗଲେନ। ଆପଣ୍ ମାନଙ୍କୁ ସମସ୍ତଙ୍କୁ
ବହୁତ୍ ବହୁତ୍ ଧନ୍ଯବାଦ 🙏🏼🙏🏼🙏🏼🙏🏼🙏🏼
ଏନ୍ତା ଆପଣ୍ ମାନଙ୍କର୍ ଆଶୀର୍ବାଦ ଆଉ ଭଲ୍ ପାଏବା ସବୁବେଳେ ମୋର୍ ସାଙ୍ଗେ ରହିଥାଉ ଭଗବାନ ଙ୍କର ଠାନେ ମୋର୍ ପ୍ରାର୍ଥନା 🙏🏼 ।।
Again Thank you so much all of you.....
32 - 13
ଆଜି ଆମର୍ ଚିକୁ ଭାଇ ର ଜନ୍ମଦିନ।।
ସମସ୍ତେ ଆଶୀର୍ବାଦ କରୁନ୍ ଆଉ ବହୁତ ସ୍ନେହ ଦେଉନ୍ 🙏🏼🙏🏼
Many many happy returns of the day dear chiku bhai... Happy birthday to u.. God bless u always.... 💕💕💕💕💕💕💕🎂🎂🎂🍰🍰🍰🍰🧁🧁🧁🥧🥧🥧🥧🍬🍬🍬🍬🍨🍨🍧🍡🍢
30 - 6
ଆମର୍ ଗାଁ ର ଗର୍ବ ଓ ଗୌରବ୍ ରାଷ୍ଟ୍ରପତି ପୁରସ୍କାର ରେ ସମ୍ମାନିତ୍ ହେଇଥିବା ଶେଷ୍ ସ୍ବାଧିନତା ସଂଗ୍ରାମୀ ଶ୍ରୀଯୁକ୍ତ ଜିତେନ୍ଦ୍ରୀୟ ପଧାନ ଙ୍କ ର ଆଜି ପରଳୋକ ଘଟିଯାଇଛେ ।।। ତାଙ୍କର ଅମର୍ ଆତ୍ମାର ସତଗତୀ ଲାଗି ଆମେ ଭଗବାନଙ୍କ ନିକଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ।🙏🙏🙏🙏🌺🌺
36 - 4
ଆଜି ଗୁଟେ ନୂଆଁ ଭିଡିଓ Upload ହେଇଛେ ଲିଙ୍କ୍ ଟଚ୍ କରିକି ସମସ୍ତେ ଦେଖୁନ୍ ଆଶା କରୁଛେଁ ଭିଡିଓ ଟା ଭଲ୍ ଲାଗ୍ବା 😀😀😀😀😀😀🤩🤩🤩
https://youtu.be/YEigDJglDpA
33 - 1
ଆଜି ଗୁଟେ ସୁନ୍ଦର ଭିଡିଓ Upload ହେଇଛେ ଲିଙ୍କ୍ ଟଚ୍ କରିକି ଭିଡିଓ ଟାଦେଖୁନ୍ ବହୁତ ବଢ଼ିଆ ଲାଗ୍ବା
https://youtu.be/frSy2shaD3c
22 - 4
Hello friend i am sangita padhan,,, welcome to my channel..... ଆପଣ ମାନଙ୍କର୍ ସାହାଯ୍ୟ ଆଉ ସହଯୋଗ ସବୁେବେଳେଁ ମୋର୍ ସାଙ୍ଗେ ରହି ଥାଉ ଭଗବାନ ଙ୍କ ଠାରେ ମୋର୍ ପ୍ରାର୍ଥନା।।।।
ନିଜର୍ ଘରର୍ ଜଣେ ସଦସ୍ୟ ଭାବି କରି ମତେ ବହୁତ ଭଲ୍ ପାଏବା ଆଉ ଆଶୀର୍ବାଦ୍ ଦେଉନ୍ ଆପଣଙ୍କର୍ ଟାନେ ଇଟା ମୋର୍ ଅଳି ଏ🙏🏼🙏🏼🙏🏼