ଆମ ଓଡ଼ିଶା କଳା ଓ ସସ୍କୃତିର ରାଜ୍ୟ 🙏ଆଜି ଏଇ ସମାଜ ରେ ହଜିଯାଇଥିବା ଲୋକ କଳା ଆଉ ସଂସ୍କୃତି ପୁଣି ଥରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ଆମର ଛୋଟ ପ୍ରୟାସ ..ଆପଣ ମାନଙ୍କର ସହଯୋଗ ରହିଲେ ଆମେ ଆମର ସେହି ହଜିଯାଇଥିବା କଳା ସଂସ୍କୃତି ପୁଣି ଥରେ ଘରେ ଘରେ ପହଞ୍ଚାଇ ପାରିବା...ମୋ ଓଡ଼ିଆ ଚାନେଲ ତରଫ ରୁ ଆପଣ ମାନଙ୍କୁ ଏତିକି ଅନୁରୋଧ କଳା ସସ୍କୃତି କୁ ଆଗକୁ ନେବାକୁ। ଆପଣ ମାନଙ୍କ ସାହାଯ୍ୟ ଏକାନ୍ତ ଆବଶ୍ୟକ...ଆପଣ ମାନେ ନିଷ୍ଚୟ ସାହାଯ୍ୟ କରିବେ ମୋର ଆଶା🙏🙏🙏🙏