Hi Everyone, Namaskar, 🙏🏻
Jai Jagannath...Jai Alarnnath..
ଏ Channel ହଉଛି Daily Vlogging, Travel Vlogging, Lifestyle ,Cooking, DIY HOME DECORATION , Beauty Tips, And American Culture ବିଷୟରେ.
ଏ Channel completely ଓଡ଼ିଆ Language ରେ. ମୁଁ ଜଣେ ଓଡ଼ିଆ & ଓଡ଼ିଆ ଲୋକ ମାନଙ୍କ ସହ ସବୁ ବେଳେ ମୁଁ ଯୋଡିହେଇ ରହିବା ପାଇଁ ଚାହେଁ , ତେଣୁ ମୁଁ ଭାବିଲି ଆପଣ ସମସ୍ତଙ୍କ ସହ ମୁଁ ମୋର Life Experience share କରିବି. ଆଉ ଆପଣ ମାନଙ୍କୁ ଆମେରିକାର କିଛି ଜାଗା ଆଉ ତାଙ୍କ lifestyle ଦେଖେଇବି ଏବଂ ଆମେରିକା ବିଷୟରେ କିଛି ତଥ୍ୟ share କରିବି | ଏବେ ମୁଁ ଆମେରିକାରେ ରହୁଛି, ଆମେରିକାରେ ରହିବି କେମିତି ଆମ ଓଡ଼ିଶାର ସଂସ୍କୃତି ପରମ୍ପରା ,ଓଡ଼ିଆ culture , ଓଡିଶା festival ସବୁ ଓଡ଼ିଆ ଲୋକଙ୍କ ସହ ମିଶିକି ପାଳନ କରୁଚୁ ସେ ସବୁ ଦେଖାଉଛି |
ଆଶା କରେ ଆପଣ ସମସ୍ତଙ୍କୁ ଆମ Video ଭଲ ଲାଗିବ ଆଉ ଆପଣମାନଙ୍କ support ଆମ ସହ ସବୁ ବେଳେ ରହିବ, Jai Jagannath. Jai Alarnnath ......🙏🏻🙏🏻
***********************************LOVE YOU ALL!! THANK YOU ALL FOR YOUR SUPPORT*********************************