ଦୁନିଆ ରେ ସବୁକିଛି ମିଳି ପରେ ବାସ ବାପା ମା ଙ୍କୁ ଛାଡି ଦେଇ।ସବୁ ବେଳେ ଚେଷ୍ଟା କରିବା କି ତାଙ୍କ ଆଶୀର୍ବାଦ ଆମ ମୁଣ୍ତ ଉପରୁ କେବେ ନ ହଟୁ।ବିନା ମୂଲ୍ୟ ରେ ଆମ କୁ କିଏ ଯଦି ବେଶୀ ଭଲ ପାଏ ସେ କେବଳ ବାପା ମା ।ଆମର ଚଳନ୍ତି ପ୍ରତିମା ମୋ ନନା ଓ ବୋଉ ।ଯେତେ କଷ୍ଟ ହେଲେ ବି ଆମ ପାଈ ଦିନ ରାତି ଏକ କରନ୍ତି ତାଙ୍କ ଋଣ କେବେ ସୁଝି ହବନି । କିନ୍ତୁ ଏତିକି ତ କରିବାକୁ ଚେଷ୍ଟା କରିବା କେବେ ମନ ରେ କଷ୍ଟ ନ ଦେବାକୁ ।🙏 ଜୟ ଜଗନ୍ନାଥ 🙏