ଜୟ ଜଗନ୍ନାଥ 🙏🏼 जय जगन्नाथ 🙏
𝗦𝗮𝗺'𝘀 𝗔𝘄𝗮𝗿𝗲𝗻𝗲𝘀𝘀 ଯୁବଶକ୍ତି ମନ ଓ ପ୍ରାଣରେ ଦିବ୍ଯ ସାଂସାରିକ ମୂଲ୍ଯବୋଧ ଜାଗ୍ରତ କରାଏ। ମଣିଷ ସଂସାର ଭିତରେ ରହି ଦିବ୍ଯ ଆଶିର୍ବାଦ ଲାଭ କରି ଶାନ୍ତି ଓ ପବିତ୍ରମୟ ଜୀବନ ବଞ୍ଚିବାର ରାହା ଦେଖାଏ। ସକରାତ୍ମକତା, ଈଶ୍ବରଭକ୍ତି ଓ ଦେଶଭକ୍ତି ମାଧ୍ଯମରେ ଧରାଧାମରେ ସ୍ବର୍ଗର ଅନୁଭବ କରାଏ। ଜୟ ଜୀବନ, ଜୟ ଯୁବଶକ୍ତି🙏
𝗦𝗮𝗺'𝘀 𝗔𝘄𝗮𝗿𝗲𝗻𝗲𝘀𝘀 ignites divine social values in youths. It makes realise this earth as pure heaven through positivity, divine bhakti & Desh bhakti. Let's make this life a divine grace, full of joy and peace through our karma dedicated to mankind. Jay Jeevan, Jay Yuvashakti🙏