ନମସ୍କାର ବନ୍ଧୁଗଣ,
ମୁଁ କୃଷ୍ଣ ଆପଣମାନଙ୍କୁ ମୋ YouTube ଚ୍ୟାନେଲକୁ ହାର୍ଦ୍ଧିକ ସ୍ବାଗତ ଜଣାଉଛି। ଏହି ଚ୍ୟାନେଲରେ ଆପଣମାନେ ପାଇପାରିବେ ମନୋବଳ ବଢ଼ାଇବା ଭିଡିଓ (Motivational Video), ଶିକ୍ଷାମୂଳକ ଭିଡିଓ (Educational Video), ଓ ବିଶ୍ୱର ଆଶ୍ଚର୍ଯ୍ୟଜନକ ତଥ୍ୟ ଓ ସ୍ଥାନ ବିଷୟରେ ଭିଡିଓ (World Related Videos)।
ଦୟାକରି ମୋ ଚ୍ୟାନେଲକୁ Subscribe କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନ୍କୁ All Notification ଉପରେ ଦବାନ୍ତୁ, ଯାହାଦ୍ୱାରା ମୁଁ ଯେତେବେଳେ ନୂଆ ଭିଡିଓ ଅପଲୋଡ୍ କରିବି, ସର୍ବପ୍ରଥମେ ଆପଣମାନେ ଦେଖିପାରିବେ।
ଯୋଗାଯୋଗ ପାଇଁ:
📘 ମୋର ଫେସବୁକ୍: krishna badatya
📸 ମୋର ଇନ୍ଷ୍ଟାଗ୍ରାମ୍: [stylish boy krishna]
📧 ବ୍ୟବସାୟିକ ଯୋଗାଯୋଗ ପାଇଁ ଇମେଲ୍: kakarishns4@gamile.com
mu krishna, berhampur odisa. india
Joined 5 June 2025