I give knowledge about dairy farming and cattle rearing. Also i share my own farm information such as common problems and their solutions .
Am from Hatipur hat,Jajpur,Odisha
My any contact my whatsapp number 9090293817
For Sponsorship and Business enquiries:
satyajitpapu2@gmail.com
Jay Jagannath
ଓଡ଼ିଶାରେ ଦେଶୀ ଗାଈଙ୍କ ପ୍ରତି ଧୀରେ ଧୀରେ ଲୋକଙ୍କ ଭିତରେ ଇଛୁକତା କମିବାରେ ଲାଗିଥିବା ବେଳେ ମୋର ଏଇ ଛୋଟ ଛୋଟ ଭିଡିଓ ମାଧ୍ୟମରେ ଲୋକ ଙ୍କ ମନରେ ଦେଶୀ ଗାଈ ଙ୍କ ପ୍ରତି ଭଲ ପାଇବା ପୁଣି ଫେରି ଆସି ପାରୁଛି ।
ମୁଁ ମୋର ଏହି video ମାଧ୍ୟମ ରେ ଗାଈ ର ବିଷୟରେ କିଛି ଜାଣିଥିବା information share କରେ ।
Joined 6 September 2017