PokeVideoPlayer v23.9-app.js-020924_
0143ab93_videojs8_1563605_YT_2d24ba15 licensed under gpl3-or-later
Views : 115
Genre: Entertainment
License: Standard YouTube License
Uploaded At Nov 29, 2024 ^^
warning: returnyoutubedislikes may not be accurate, this is just an estiment ehe :3
Rating : 5 (0/12 LTDR)
100.00% of the users lieked the video!!
0.00% of the users dislieked the video!!
User score: 100.00- Masterpiece Video
RYD date created : 2024-11-30T16:52:15.848876Z
See in json
@subhabratamishra4465
1 month ago
ଆରେ ଦିଦି ପଇସା ପାଇଁ କମ୍ପାନୀ ନଡ଼ିଆ ତେଲକୁ ବି ମହୁ ଷ୍ଟାମ୍ପ୍ ମାରି ବିକ୍ରି କରିବେ ।
ଆମେ ଆଉ ପ୍ରକୃତି ସହିତ ଯୋଡ଼ି ହୋଇ ନାହେଁ। ଆମେ 'ସମସ୍ତ ସୁଖ ସ୍ବାଚ୍ଛନ୍ଦ୍ୟ' କୁ ଚିପୁଡ଼ି ଖାଇବାରେ ବ୍ୟସ୍ତ ଅଛେ । ସବୁ କେମିତି ଅଳ୍ପ ପରିଶ୍ରମ, ଅଳ୍ପ ଖର୍ଚ୍ଚ ର ବିନିମୟରେ ମିଳି ଯିବ ସେଇ ଚକ୍କର୍ ରେ ଅଛେ । ଯେମିତି କି, ଲୋକେ ଆଉ ଗାଈ ମାତାକୁ ବି ରଖୁ ନାହାନ୍ତି କିନ୍ତୁ କ୍ଷୀର ଅସ୍ଲି ଦର୍କାର୍ , ଗୋବର୍ ଦର୍କାର୍ । ତ ଏଇ ମନୋଭାବ୍ ର ଲାଭ ଉଠାଉଛନ୍ତି ଅସାଧୁ ବ୍ୟବସାୟୀ , ଯେମିତି ପତଞ୍ଜଳୀ । ବାସ୍ତବ୍ ରେ ଦିଦି ଅନ୍ୟ କମ୍ପାନୀର ସାମଗ୍ରୀ କୁ ପତଞ୍ଜଳୀ ପ୍ୟାକିଙ୍ଗ୍ କରି ବଜାର୍ ଛାଡ଼ୁଛି । ତ କୁହ ତୁମେ ଯେଉଁ ମହୁ କିଣିଛ ସେଇଟା କଣ୍ ଅସ୍ଲି ଥିବ ?
ଆମେ ପ୍ରକୃତି କୁ ଭଲ୍ ପାଇବା( ଯେତେ ପାରିବା ସେତେ ଗଛ ଲଗାଇବା, ଗାଈ ରଖିବା, ସହରୀ ଶୈଳୀ ତ୍ୟାଗ କରିବା ) ତେବେ କ୍ରନିକ୍ ଡିଜିଜ୍ (ଅସାଧ୍ୟ ବା ବହୁକାଳ ସ୍ଥାୟୀ ରୋଗ) ହେବ ନାହିଁ।
ଜୟ୍ ଜଗନ୍ନାଥ୍ 🙏
1 |