High Definition Standard Definition Theater
Video id : WoY1ZppGRKg
ImmersiveAmbientModecolor: #ddd0c3 (color 2)
Video Format : (720p) openh264 ( https://github.com/cisco/openh264) mp4a.40.2 | 44100Hz
Audio Format: 140 ( High )
PokeTubeEncryptID: eb21b631aee0a5cedb8988b9d84f017710f4df6a4abee9517ae2d4b37646b97a29014b6d4a97b754f59abbda415841c4
Proxy : eu-proxy.poketube.fun - refresh the page to change the proxy location
Date : 1727875115390 - unknown on Apple WebKit
Mystery text : V29ZMVpwcEdSS2cgaSAgbG92ICB1IGV1LXByb3h5LnBva2V0dWJlLmZ1bg==
143 : true
ଇସ୍ତଫା ଦେଲେ ନବୀନ 😥 / Odisha CM Naveen patnaik Submits Resignation To Governor #naveenpatnaik #odisha
 60 FPS video
108,699 Views • Jun 5, 2024 • Click to toggle off description
CMO ODISHA Naveen patnaik Submits their resignation to Odisha Governor Raghubar Das

Naveen patnaik Resignation 2024
Odisha CM Naveen patnaik Submits Resignation To Governor

#cmoodisha #naveenodisha #naveenpatnaik #odisha #odishagovernor #odishacm
#loksabhaelection2024 #2024elections #election2024
#news #breakingnews #odishanews #todaynews

#shorts #shortsvideo #ytshorts #viral
Metadata And Engagement

Views : 108,699
Genre:
Uploaded At Jun 5, 2024 ^^


warning: returnyoutubedislikes may not be accurate, this is just an estiment ehe :3
Rating : 4.981 (21/4,303 LTDR)

99.51% of the users lieked the video!!
0.49% of the users dislieked the video!!
User score: 99.27- Masterpiece Video

RYD date created : 2024-06-07T13:14:43.612224Z
See in json
Tags
Connections
Nyo connections found on the description ;_; report an issue lol

YouTube Comments - 199 Comments

Top Comments of this video!! :3

@artpuspaki6980

3 months ago

ମୁ ରାଜନିତୀ ଜାଣିନାହିଁ। ଜାଣିଛି ଖାଲି ଆପଣଙ୍କୁ । ଆଜି ମନେ ପଡିଲେ ଛାତି ଫାଟିଗଲା ଭଳି ଲାଗୁଛି । ଭାରି ଅଧୈର୍ଯ୍ୟ ଲାଗୁଛି । ଆପଣଙ୍କ ବିନା ଆମେ କେମିତି ବଞ୍ଚିବୁ । ଆଉଥରେ ଫେରି ଆସନ୍ତେନି । ସାରା ଓଡିଶା ଆଜି ଅନାଥଙ୍କ ପରି ମୁଣ୍ଡ ବାଡୋଉଛି । ଆଉ ଥରେ ଖାଲି ଆପଣଙ୍କୁ ଶାସକ ଭାବରେ ଦେଖିବ । ଆପଣ ଆଜି ସ୍ବପ୍ନ ପାଲଟିଗଲେ । ଓଡ଼ିଶାବାସୀଙ୍କ ସୁଖରେ କାହାର ନଜର ଲାଗିଗଲା । ପରିବର୍ତ୍ତନ ନା ରେ ଛଡେଇ ନେଲେ ଆମ କୋଟି ଓଡିଆଙ୍କ ସ୍ପନ୍ଦନ । ଏବେ ଆଉ ଶୁଣିବାକୁ ମିଳୁନି ଆପଣଙ୍କ ଜୟଧ୍ବନି । ଚାରିଆଡେ ଖାଲି ସ୍ବାର୍ଥ ର କଳାବାଦଲ। ସମସ୍ତଙ୍କ ମୁଖ ଆଜି ମଳିନ ବିଷର୍ଣ୍ଣ। ହସ ଲିଭିଯାଇଛି ଆଜି ସମସ୍ତଙ୍କ ଓଠରୁ । ସତେ ଯେପରି ସାରା ଓଡିଶା ଆଜି ଶ୍ରୀହୀନ ହୋଇ ପଡିଛି । କାହାର ଅଭିଶାପ ରେ ଆଜି ଆମର ଏ ଅବସ୍ଥା । କିଏ ଆଜି ଫେରେଇ ଦେଇପାରିବ ଆମ ଅତି ଆପଣାର ମଣିଷ ଟିକୁ । କମେଣ୍ଟ ଲେଖିବାବେଳେ ନିଜ ଅନ୍ତର ର କୋହ ଫଟେଇ ଆଖିର ଗଙ୍ଗା ବୋଲ ମାନୁନି । ଯେତେ ଲେଖିଲେ ବି ମନ ବୁଝୁନି । କିଏ ଆଉ ସାନ୍ତ୍ବନା ଦେବ ଏ ଅମାନିଆ ମନକୁ । ଏମିତି ଲାଗୁଛି ଆମେ ଆମର ସବୁକିଛି ହରେଇ ଦେଲୁ । ଆପଣଙ୍କ ଏ ସୁନ୍ଦର ହସ କୋଉ ପଦ୍ମ ପାଖୁଡା ଠୁ କିଛି କମ୍ ନୁହେଁ। କବି ନହେଇ ଆଜି କବିତା ଲେଖୁଛି । ଜାଣିନି ଆପଣ ପଢିବେ କି ନାହିଁ। ମନ କୁ ବୁଝେଇବାକୁ ଆଉ କିଛି ବାଟ ଖୋଜି ପାଉନି ।ଏ ସ୍ବାର୍ଥପର ଦୁନିଆ ରେ ଦିନେ ଯେ ଏପରି ଜଣେ ମହାମାନବ ଙ୍କ ଆବିର୍ଭାବ ହୋଇଥିଲା ଆମ ଆଗାମୀ ପୀଢୀଙ୍କ ଏହା ଏକ ଉତ୍ସାହ ଏବଂ ପ୍ରେରଣା ହେଉ ଏତିକି ଆଶୀର୍ବାଦ ଭିକ୍ଷାକରୁଛି । ହେ ଜନତାଙ୍କ ଜନାର୍ଦ୍ଦନ, ଈଶ୍ବର ଆପଣଙ୍କ ବାକି ଜୀବନ ଖୁବ୍ ଆନନ୍ଦ ରେ କଟାନ୍ତୁ । ଏତିକି ମୁ ମହାପ୍ରଭୁଙ୍କ ନିକଟରେ କୋଟି ନିବେଦନ କରିବି । ପୁଣି ଯଦି ମନ ନବୁଝେ ପୁଣିଥରେ ଆସି ମୋ ମନକଥା ଉପସ୍ଥାପନ କରିବି ।। ଜୟ ନବୀନ ।।

89 |

@rajunayak3631

3 months ago

❤ he Navin babu ame tuma fian❤ sabudina paie❤❤❤❤❤

46 |

@aknayak-vv7nx

3 months ago

I miss you CM Naveeni pattanayak

30 |

@harishchandrapradhan8637

3 months ago

You have a great contribution to Odisha ,Sir. Now stay inpeace.

19 |

@mahendramahalik4705

3 months ago

😭😭😭😭😭😭😭😭😭 ମୁଁ ଥରୁ ଟିଏ ଦେଖା କରିବାକୁ ଚାହୁଁଛି ନବୀନ ପଟ୍ଟନାୟକ ଙ୍କୁ 😢😢😢 please My CM give me a

13 |

@PravakarNayak-hn5il

3 months ago

😢😢😢😢🙏🙏🙏

1 |

@babumallick3878

3 months ago

🙏🙏🙏🙏😭😭

1 |

@amarendraswain7928

3 months ago

miss you Navin Babu,🙏🙏🙏😥😱🥺😭

9 |

@S.KMandal-t2v

3 months ago

My Hero......
salute sir.....

13 |

@kanhudash1510

3 months ago

ନବୀନ ସାର ଆପଣ ଙ୍କ ପାଇଁ ମୋତେ ବହୁତ ଦୁଃଖ ଲାଗୁଚି 😢😢😢😢😢😢😢😢😢😢😢😢😢😢😢😢

18 |

@SibaSahoo-in6nc

3 months ago

He odisha basi satare kn au ama Navin nku AME chhnilebi purba na kahi chalita cm Kari pariba nahi apana mananka Mata diantu ...he jaga ama odisha hei jau puni Navin Navin Navin Navin jete lekhile bi mana bujhuni sir apana ama hurdayre amiti Rahi thantu odishara na hele nai odisha basinka hurdayra cm❤❤❤ only apana au kei nuhe I love sir......

2 |

@PrincyPriya-gs7qm

3 months ago

I miss you so much Navin sir you are best CM for Odisha 😂😂

2 |

@snayaknayak5343

3 months ago

Aapan sabubele hrudayare rahibe.❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

12 |

@renukasahu9582

3 months ago

I don't like politics....but I am a big fan of your personality sir..🙏

3 |

@sangeetakhosla4108

3 months ago

Really I'm sad navin sir 😂😂

5 |

@LaxmidharBiswal-u9f

3 months ago

😅😂😂😂😂😂😂 m

1 |

@LaxmipriyaLaxmipriya-l7s

3 months ago

Miss you sir 😭🙏

1 |

@RadhakantaBehera-pu9zg

3 months ago

But still he is smiling and that is the power of honourable mr.naveen pattnaik.i am your big fan sir❤

6 |

@likelike8754

3 months ago

I miss you Naveeni pattanayak😭😭😭

9 |

Go To Top