Channel Avatar

Priya's Odia Kitchen @UCy9QPDX8SF-_hpefCid4N1g@youtube.com

5.1K subscribers

ନମସ୍କାର- ଜୟ ଜଗନ୍ନାଥ🙏🌿 ମୁଁ Priya, ଆପଣଙ୍କୁ ସ୍ଵାଗତ କରୁଛି ମୋର


About

ନମସ୍କାର- ଜୟ ଜଗନ୍ନାଥ🙏🌿
ମୁଁ Priya, ଆପଣଙ୍କୁ ସ୍ଵାଗତ କରୁଛି ମୋର YouTube Channel କୁ।
ଏ Channel ରେ ମୁଁ ମୋର ସବୁ ଘରୋଇ Recipe Idea Share କରିବି ଯାହା ମୁଁ ମୋର ଅଭିଜ୍ଞତାରୁ ପାଇଛି।
✅ଓଡ଼ିଶା ଲୋକଙ୍କ ଖାଇବା ଆଉ ଖାଇବା ପ୍ରଣାଳୀ କୁ ଆଖି ଆଗରେ ରଖି ରୋଷେଇ ଟିପ୍ସ Share କରିବି।❤️❤️❣️
✅ଆଉ ବହୁତ୍ କିଛି, ଯାହା daily Life ରେ ଆପଣଙ୍କ କାମରେ ନିହାତି ଭାବରେ ଆସିବ। ମୋର ପ୍ରେଚେଷ୍ଟା ଯେ ମୁଁ ଯାହା ଜାଣିଛି, ଆପଣଙ୍କ ସହ ସେ knowledge କୁ share କରିବି🙏🥰।
✅ ଯଦି ମୋ Channel କୁ ଏ ଯାଏ ଆପଣ ଆସିସାରିଛନ୍ତି,ତାହେଲେ ଗୋଟେ subscribe ଟିଏ ନିହାତି କରିଦେବେ।👈❤️❣️

Get In Touch-ppanda155@gmail.com


(THANK YOU FOR READING MY CHANNEL INFO)