𝙃𝙇𝙊 𝙃𝙔 𝙉𝘼𝙈𝘼𝙎𝙆𝘼𝙍 𝙒𝙇𝘾𝙈 𝙏𝙊 𝙈𝙔 𝙔𝙊𝙐𝙏𝙐𝘽𝙀 𝘾𝙃𝘼𝙉𝙉𝙀𝙇 𝙅𝘼𝙔 𝙅𝘼𝙂𝘼𝙉𝙉𝘼𝙏𝙃 𝙊𝙈𝙎𝘼𝙄𝙍𝙈 𝙊𝙈 𝙉𝘼𝙈𝙊 𝙎𝙄𝙑𝘼𝘼𝙔🙏
ନୂଆ ରଙ୍ଗ ରେ ଆପଣ ମାନଙ୍କ ପାଖକୁ ନେଇ ଆସୁଛି ଆପଣଙ୍କ ମନ ପସନ୍ଦ ର 𝙫𝙞𝙙𝙚𝙤 ଭାବୁଛି ଆପଣ ମାନଙ୍କୁ ଭଲଲାଗିବ 🙏
ମୁଁ ଚାହେଁ ନାହିଁ ହେବା ପାଇଁ ହିରୋଇନ ନା ଚାହେଁ ହେବାପାଇଁ ବଡଲୋକ
ମୁଁ ଚାହେଁ ଆପଣ ମାନଙ୍କ ଭଲପାଇବା ଭାବୁଛି ଆପଣ ମାନେ ମୋର ଏହି ଛୋଟ ଦୁନିଆ କୁ ଆପଣମାନଙ୍କ ଭଲପାଇବା ଦେଇ ଗୋଟିଏ ପରିବାର କରିଦେବେ ଏତିକି ମୋର ପ୍ରୟାସ🙏
ମୁଁ ଗୋଟେ ଖାଣ୍ଟି ଖଣ୍ଡାୟତ ଘର ଝିଅ
ମୁଁ ମୋ ଦେଶ ଭାରତ କୁ ନେଇ ବହୁତ ଗର୍ବ କରେ
ଜଗତସିଂହପୁର ଜିଲ୍ଲା ର ମୁଁ ଝିଅ
ମୁଁ ମା ଶାରଳା ବାବା ଗୋରେଖନାଥ ଙ୍କୁ ମୋ ଜିଲ୍ଲାରେ ଅଛି ବୋଲି ନିଜକୁ ଗର୍ବିତ ମନେ କରେ
❤𝙈𝙮 𝙝𝙪𝙨𝙗𝙖𝙣𝙙 𝙞𝙨 𝙫𝙚𝙧𝙮 𝙝𝙖𝙣𝙙𝙨𝙤𝙢𝙚 𝙘𝙖𝙧𝙞𝙣𝙜👌
𝘼𝙡𝙬𝙖𝙮𝙨 𝙢𝙞𝙨𝙨 𝙪𝙝 𝙠𝙖𝙡𝙞a𝙗𝙖𝙥𝙖
ମୁଁ ଚୁଲବୁଲି ନଟଖଟି ଝିଅ ମୁଁ ଚାହେଁ ଖୋଲା ଆକାଶ ତଳେ ଉଡିବା ପାଇଁ ନା ସେଠି କିଛି ବାଧା ଥିବ ନା ମୋ ଡେଣା କାଟିବାକୁ କିଏ ଥିବ
ମୋ ବାବା ମା ମୋ ପାଇଁ ଜୀବନ ମୋ ଭଉଣୀ ମୋ ଦୁନିଆ
𝙋𝙡𝙯 𝙡𝙞𝙠𝙚 𝙨𝙝𝙖𝙧𝙚 𝙨𝙪𝙗𝙨𝙘𝙧𝙞𝙗𝙚 𝙘𝙤𝙢𝙢𝙚𝙣𝙩 𝙖𝙡𝙡 𝙫𝙞𝙙𝙚𝙤🙏
ଆପଣ ମାନଙ୍କ ପାଖକୁ ସୁନ୍ଦର VDO ଆଣିଦେବି -: MY DAILY LIFESTYLE, CHALLANGE , TRAVELLING, REAL STORY, ENTERTAINMENT, SHAYARI, RECIPE, COMEDY, PRANK VDO ND MY SASURAL FAMILY VDO
#mauniworld