ଜୟ ଜଗନ୍ନାଥ ମୋର ପ୍ରିୟ ବନ୍ଧୁମାନେ
ଆମେ ସମସ୍ତେ ଜାଣିଛନ୍ତି ଆମର ଦିନ ଭଗବାନଙ୍କ ପାଖରୁ ହିଁ ଆରମ୍ଭ ହୁଏ ଆମେ ଆମ ଜୀବନରେ ଯେତେ ଶୀର୍ଷରେ ରହିଲେ ମଧ୍ୟ ଆମେ ଆମର ଭାରତର ସଂକୃତିକୁ କେବେ ବି ଭୂଲି ପାରନ୍ତି ନାହିଁ ଏଇଟା ବି ଆମେ ଜାଣିଛନ୍ତି ଆମ ଭାରତୀୟ ସଂକୃତିର ପ୍ରତ୍ୟେକ ସ୍ତମ୍ଭ ଯଦି ଅଛି ତାହେଲେ ସେଥିରେ ଆମ ପ୍ରିୟ ଭଗବାନଙ୍କ ହାତ ଅଛି ସେଥିପାଇଁ ମୁଁ ଏହି channel ଖୋଲିଛି ମୋର ଭରସା ଆପଣ ମାନେ ମୋ ସହିତ ସବୁବେଳେ ଅଛନ୍ତି 🥰
Thanks my Lovely Youtub Friend
"New video every other day, stay tuned with me"
"हर दूसरे दिन नया वीडियो, मेरे साथ बने रहें"
ଯଦି କାହାର ବେଦମ୍ ଶିଖିବାର ଇଛା ଥିବ ତାହେଲେ ତଳେ ଥିବା ନମ୍ବର ରେ କଲ୍ କରିବେ ଏଇଟା ସମ୍ପୂର୍ଣ ମାଗଣା ବହୁତ ସୁନ୍ଦର ବେଦମ ଶିକ୍ଷା ଦିଆ ଯାଏ
9583883200