😊 ମୁଁ ଓଡ଼ିଆ ପୁଅ ଜେନା ବାବୁ ☺️
ଆପଣମାନଙ୍କୁ ମୋର ହାଣ୍ଡିଶାଳ କୁ ସ୍ବାଗତ କରୁଛି 🙏
କୁହନ୍ତୁ ଆଜି ଆପଣ କଣ ଖାଇବାକୁ ପସନ୍ଦ କରିବେ ସାଧା ନାଁ ଆମିଷ ।
Hello everyone,
Welcome to my channel "Jena Babu".
Here I provide making of different foods & healthy drinks. Here you can also find daily activity of village boy Jena Babu & i explore our village food and drinks and propagates our traditions.
ଯଦି ଆପଣ ମୋ ଭିଡିଓ କୁ ପସନ୍ଦ କରନ୍ତି ତେବେ ଗୋଟିଏ like ଦେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ଆପଣଙ୍କର ଚିନ୍ତାଧାରା ଓ ମନ୍ତବ୍ୟ କୁ କମେଣ୍ଟ୍ ବକ୍ସ ରେ ପ୍ରଦାନ କରନ୍ତୁ ଏବଂ ଭିଡିଓ କୁ ଆପଣଙ୍କ ସାଙ୍ଗ ମାନଙ୍କ ସହିତ share କରି ଚେନାଲ୍ କୁ subscribe କରି ନିଅନ୍ତୁ ଆଗକୁ ଏମିତି ନୂଆ ନୂଆ ସୁନ୍ଦର ସୁନ୍ଦର ଭିଡିଓ ଦେଖିବା ପାଇଁ।
I need your support and blessings 🙏
Thank you 🤗♥️
📍DISCLAIMER📍
ଏହି ଚେନାଲ୍ ରେ ପ୍ରସାରିତ ବ୍ୟଙ୍ଗ ଓ ବିଦ୍ରୁପ କେବଳ ମନୋରଞ୍ଜନ ଭିତ୍ତିକ। କାହାର ଚାରିତ୍ରିକ ସ୍ଖଳନ କରିବା କିମ୍ବା କୌଣସ ବ୍ୟକ୍ତି ଙ୍କ ହୃଦୟକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ଯଦି ଏହା ସହିତ କାହାର ସାମଞ୍ଜସ୍ୟ ଥାଏ,ତେବେ ଏହାକୁ କେବଳ ସଂଯୋଗ ଭାବେ ମନେକରାଯିବ। ଧନ୍ୟବାଦ୍ 🙏
(🏵️🍁 JenaBabu 🍁🏵️)