ଜୟ ଜଗନ୍ନାଥ ,🙏🙏🙏
Good Morning,,
🪴🪴ନମସ୍କାର ଭାଇ ମାନେ ଦୟାକରି ମୋର ଏହି ଛୋଟ ଚାନେଲ୍ ଟି କୁ subscribe କରି ଦିଅନ୍ତୁ।🎋🎋🎋
ମୋତେ ଆଗକୁ ବଡେଇବାରେ ସାହାୟ୍ଯ କରନ୍ତୁ।
.....ମୁଁ ଆପଣ ମାନଙ୍କ ପାଇଁ ଏମିତି ଅନେକ ମଜା ଦାର୍ video ଗୁଡିକ ନେହିକି ଆସିବି ,
ଯଥା- କରାପୁଟିଆ ଡେମ୍ସା,କରାପୁଟିଆ ନାଟକ, କରାପୁଟିଆ ବ୍ଲଗ୍ ବୋଲି ଆମ ଅନ୍ଚଳରେ ଚାଲି ଥିବା ସମସ୍ତ ପ୍ରକାର କାର୍ୟ୍ଯ କଲାପ ସମ୍ବନ୍ଧୀୟ ବିଡିଓ ସବୁ ଏହି ଚାନେଲ୍ ରେ ଦେଖିବାକୁ ପାଇବେ।
ମୁଁ ଆସା କରେ ଆପଣମାନେ ଭଲରେ ରୁହନ୍ତୁ ଏବଂ ଆପଣମାନଙ୍କ ପରିବାର କୁ ମଧ୍ୟ ଖୁସିରେ କରନ୍ତୁ।
💞💞 Ahi chanel re koraputia vlog, koraputia demsa, koraputia natak boli video sabu dekibaku miliba. To jadi apana mananku bhala lage ta hele chanel ti ku subscribe karibaku bulibe nahi.....
WELCOME TO ALL MY YOUTUBE FAMILY👪. DO SUBSCRIBE FOR SEE MORE VIDEOS...
THANK🙏 YOU...... Hiii